ଆଞ୍ଚଳିକକେନ୍ଦ୍ରାପଡ଼ା ଟ୍ରଲର ଜବତ ସହ ୯ ଜଣ ମତ୍ସ୍ୟଜୀବୀ ଗିରଫ । By Dunia Halchal - November 10, 2025 47 Share FacebookTwitterPinterestWhatsApp ADVERTISEMENT କେନ୍ଦ୍ରାପଡ଼ା,୧୦/୧୧(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ଟ୍ରଲର ଜବତ ସହ ୯ ଜଣ ମତ୍ସ୍ୟଜୀବୀ ଗିରଫ । ସେମାନେ ବେଆଇନ ମାଛ ଧରୁଥିବା ବେଳେ ବନ ବିଭାଗ ଟ୍ରଲରରୁ ଫିସ୍ ଫାଇଣ୍ଡର, ଓ ଭିଏଚଏଫ ସହ ୩୦ କୁଇଣ୍ଟାଲ ମାଛ ଜବତ କରିଛି । Advertisement