ବାରହା ଫାଶରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ l

20
ADVERTISEMENT

କୋରାପୁଟ ,୦୮/୧୧(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲା ପିପଳପଦର ପଞ୍ଚାୟତ ଅଧୀନ କେନ୍ଦୁପାଇ ପାହାଡ଼ରେ ବାରହା ଫାଶରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ l ବାରହା ଫାଶରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଯୁବକଦ୍ଵୟ ବିଦ୍ୟୁତ ସଂଶ୍ପର୍ସରେ ଆସି ମୃତ୍ୟୁ ବାରଣ କରିଛନ୍ତି। ମୃତକମାନେ ହେଲେ ପିପଳପଦର ଗ୍ରାମର କୁମର ମିଣିଆକା ଏବଂ କେନ୍ଦୁପାଇ ଗ୍ରାମର ଗାହେଲା ଗାଣ୍ଡିଙ୍ଗା।

Advertisement