ADVERTISEMENT
Home ଆଞ୍ଚଳିକ ପୀତବାସ ପଣ୍ଡା ହତ୍ୟା ସପକ୍ଷରେ ଲଢିବେ ୨୦୯ ଜଣ ଆଇନଜୀବୀ।

ପୀତବାସ ପଣ୍ଡା ହତ୍ୟା ସପକ୍ଷରେ ଲଢିବେ ୨୦୯ ଜଣ ଆଇନଜୀବୀ।

61
ADVERTISEMENT

ବ୍ରହ୍ମପୁର,୦୮/୧୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ଭିନ୍ନ ମୋଡ ଦେଖିବାକୁ ମିଳିଛି। ପୂର୍ବରୁ ଏହି ହତ୍ୟା ମାମଲାର ଅଭିଯୁକ୍ତ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସପକ୍ଷରେ ମାମଲା ଲଢିବାକୁ ୫୩ ଜଣ ଆଇନଜୀବୀ ଓକିଲାତିନାମାରେ ଦସ୍ତଖତ କରିଥିବାବେଳେ ଗତକାଲି ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଶିଶିର ପାଣିଗ୍ରାହୀଙ୍କ ନେତୃତ୍ବରେ ୨୦୯ ଜଣ ଆଇନଜୀବୀ ପୀତବାସଙ୍କ ସପକ୍ଷରେ ମାମଲା ଲଢିବାକୁ ପ୍ରସ୍ତୁତ ହୋଇଛନ୍ତି।

Advertisement