କନ୍ଧମାଳ,୦୭/୧୧(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଫୁଲବାଣୀ ବାଲିଗୁଡ଼ା କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟି ଥିବାବେକେ କିଛି ଆହତ ହୋଇ ଉଦୟଗିରି ଓ ଭଞ୍ଜନଗର ମେଡିକାଲରେ ଭର୍ତ୍ତି । ଏବଂ ଉକ୍ତ ବସ ଟି ବରଗଡ଼ରୁ ବ୍ରହ୍ମପୁର ଯାଉଥିଲା।

















