ଆଞ୍ଚଳିକବରଗଡ଼ ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ ଓ ପିଅନ । By Dunia Halchal - November 4, 2025 47 Share FacebookTwitterPinterestWhatsApp ADVERTISEMENT ବରଗଡ଼,୦୪/୧୧(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବରଗଡ଼ ଜିଲା ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟାଣ୍ଟ ଶେଖରଚନ୍ଦ୍ର ସାହୁ ଓ ପିଅନ ତମନ୍ନା ସାହୁ।ଉଭୟ ଜଣେ କର୍ମଚାରୀଙ୍କ ବକେୟା ଦରମା କ୍ଲିଅର କରିବା ଲାଗି ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। Advertisement