ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ ।

50
ADVERTISEMENT

ବୌଦ୍ଧ ,୦୨/୧୧(ଡ଼ି.ଏଚ ବ୍ୟୁରୋ):-ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ ବଡଯୋରନାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ । ଘଟଣାସ୍ଥଳରେ ପ୍ରେମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁରୁତର ହୋଇ ହରଭଙ୍ଗା ମେଡିକାଲରେ ଭର୍ତ୍ତି । ମୃତ ପ୍ରେମିକ ଛତ୍ରଙ୍ଗ ଗ୍ରାମର ଅମୂଲ୍ୟ ବେହେରା ଓ ଗୁରୁତର ପ୍ରେମିକା ଭାବପୁର ଗ୍ରାମର ହୋଇଥିବାବେଳେ ଘଟଣାସ୍ଥଳରେ ହରଭଙ୍ଗା ପୋଲିସର ତଦନ୍ତ ଜାରି ।

Advertisement