ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ କୁମାରମଣି ମଲ୍ଲିକ।

53
ADVERTISEMENT

କନ୍ଧମାଳ ,୦୧/୧୧(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା ବୁଡ଼ାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମାରମଣି ମଲ୍ଲିକ। ସେ ନିଜ ସ୍କୁଲ କର୍ମଚାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l କର୍ମଚାରୀ ଜଣକ ପ୍ରଧାନଶିକ୍ଷକଙ୍କୁ ଫୋନ ପେ ଜରିଆରେ ଟଙ୍କା ପଠାଇଥିଲେ। ଭିଜିଲାନ୍ସ ଉକ୍ତ ଫୋନକୁ ଜବତ କରିଛି।

Advertisement