ଆଜି ପବିତ୍ର ଅଳାଁ ନବମୀ ।

51
ADVERTISEMENT

ଭୁବନେଶ୍ୱର,୩୧/୧୦(ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର ଅଳାଁ ନବମୀ । ଏହି ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ବିଳମ୍ବିତ ରାତିରୁ ଧାଡିରେ ଠିଆ ହୋଇ ରାଧାପାଦ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ । ଆଜିର ଦିନରେ ରାଧାରାଣୀଙ୍କ ପାଦ ଦର୍ଶନ କରିଲେ କୋଟି ପୂଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Advertisement