ADVERTISEMENT
Home ଆଞ୍ଚଳିକ ସମ୍ବଲପୁର;-ଝାଡ଼ୁଦାର ଚାକିରି ଆଳରେ କୋଟି କୋଟି ଟଙ୍କା ଠକେଇ, ୧୮ ଗିରଫ ।

ସମ୍ବଲପୁର;-ଝାଡ଼ୁଦାର ଚାକିରି ଆଳରେ କୋଟି କୋଟି ଟଙ୍କା ଠକେଇ, ୧୮ ଗିରଫ ।

66
ADVERTISEMENT

ସମ୍ବଲପୁର,୩୦/୧୦(ଡ଼ି.ଏଚ ବ୍ୟୁରୋ):-ଝାଡ଼ୁଦାର ଚାକିରି ଆଳରେ କୋଟି କୋଟି ଟଙ୍କା ଠକେଇ କରିବା ମାମଲାରେ ସମ୍ବଲପୁର ପୁଲିସ ୫ଜଣ ମହିଳା ସମେତ ୧୮ ଜଣଙ୍କୁ ଗିରଫ କରିଛି। ସମସ୍ତେ ସମ୍ବଲପୁର ସହର ତଥା ଆଖପାଖର ଅଧିବାସୀ ହୋଇଥିବାବେଳେ ସେମାନଙ୍କଠାରୁ ନଗଦ ୧୩ ଲକ୍ଷ ଟଙ୍କା ସହ ୮ଟି ମୋବାଇଲ ଫୋନ୍ ଓ ଅନେକ ଲୋକଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍ବୁକ୍, ଫଟୋ ଆଦି ଜବତ କରାଯାଇଛି।

Advertisement