ADVERTISEMENT
Home ଆଞ୍ଚଳିକ ୪୦ କିଲୋଗ୍ରାମ ଓଜନର ଏକ ଆଇଇଡି ବୋମା ଠାବ ।

୪୦ କିଲୋଗ୍ରାମ ଓଜନର ଏକ ଆଇଇଡି ବୋମା ଠାବ ।

65
ADVERTISEMENT

ମାଲକାନଗିରି,୨୯/୧୦(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଡିଆରଜି ଓ ସି ଆ ର ପି ଏ ଫ ଯବାନ ଙ୍କ ମିଳିତ ପାଟ୍ରୋଲିଂ ବେଳେ ୪୦ କିଲୋଗ୍ରାମ ଓଜନର ଏକ ଆଇଇଡି ବୋମା ଠାବ । ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ରାସ୍ତାରେ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜିଥିବା ବେଳେ ବୋମା ନିଷ୍କ୍ରିୟକାରୀ ଦଳ ସୁରକ୍ଷିତ ଭାବେ ଏହାକୁ ନିଷ୍କ୍ରିୟ କରିଥିଲେ ।

Advertisement