Friday, November 6, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଖୋଡାସୀଙ୍ଗିର ଶୂନ୍ୟଚନ୍ଦ୍ର ଦାସଙ୍କୁ ଗିରଫ କରି...

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଖୋଡାସୀଙ୍ଗିର ଶୂନ୍ୟଚନ୍ଦ୍ର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

72
ADVERTISEMENT

ବ୍ରହ୍ମପୁର,୨୯/୧୦(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଖୋଡାସୀଙ୍ଗିର ଶୂନ୍ୟଚନ୍ଦ୍ର ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଛି । ସେ ବିହାରରୁ ଆସିଥିବା ସାର୍ପ ସୁଟରଙ୍କୁ ଅଳକାପୁରୀ ଠାରେ ଥିବା ତାଙ୍କର ଭଡ଼ା ଘରେ ଆଶ୍ରୟ ଦେଇଥିଲେ । ଏବଂ ସେମାନେ ଭଡ଼ା ଘରେ ୪ ଦିନ ରହିବା ସହ ପୀତବାସଙ୍କ ପିଛା କରିଥିଲେ ।

Advertisement