ADVERTISEMENT
Home ଆଞ୍ଚଳିକ ଆଜି କାର୍ତ୍ତିକ ମାସ ତୃତୀୟ ସୋମବାର ।

ଆଜି କାର୍ତ୍ତିକ ମାସ ତୃତୀୟ ସୋମବାର ।

56
ADVERTISEMENT

ଭୁବନେଶ୍ୱର,୨୭/୧୦(ଡ଼ି.ଏଚ ବ୍ୟୁରୋ):-ଆଜି କାର୍ତ୍ତିକ ମାସ ତୃତୀୟ ସୋମବାର । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।ସେପଟେ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ବାବା ଧବଳେଶ୍ୱର ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

Advertisement