Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଜାଲ ନୋଟ ରାକେଟର ଖୁଲାସା କରିଛି ବିନିକା ପୁଲିସ ।

ଜାଲ ନୋଟ ରାକେଟର ଖୁଲାସା କରିଛି ବିନିକା ପୁଲିସ ।

71
ADVERTISEMENT

ସୁବର୍ଣ୍ଣପୁର,୨୭/୧୦(ଡ଼ି.ଏଚ ବ୍ୟୁରୋ):-ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ଜାଲ ନୋଟ ରାକେଟ ର ଖୁଲାସା କରିଛି ବିନିକା ପୁଲିସ । ଏବଂ ଏହି କାରବାରରେ ଲିପ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪ ଲକ୍ଷ ୧ ହଜାର ୫୦୦ ଟଙ୍କାର ଜାଲ ନୋଟ ଜବତ କରିଛି।

Advertisement