Saturday, August 15, 2026
ADVERTISEMENT
Home ଆଞ୍ଚଳିକ ବାତ୍ୟା ‘ମୋନ୍ଥା’କୁ ନେଇ ଆସିଲା ବଡ଼ ଅପଡେଟ୍ l

ବାତ୍ୟା ‘ମୋନ୍ଥା’କୁ ନେଇ ଆସିଲା ବଡ଼ ଅପଡେଟ୍ l

66
ADVERTISEMENT

ଭୁବନେଶ୍ୱର,୨୫/୧୦(ଡ଼ି.ଏଚ ବ୍ୟୁରୋ):-ବାତ୍ୟା ‘ମୋନ୍ଥା’କୁ ନେଇ ଆସିଲା ବଡ଼ ଅପଡେଟ୍ l ବାତ୍ୟା ‘ମୋନ୍ଥା ଆନ୍ଧ୍ର ପ୍ରଦେଶର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ।କିନ୍ତୁ ବାତ୍ୟା ପ୍ରଭାବରେ ୨୭ରୁ ୨୯ ତାରିଖ ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

Advertisement