କ୍ରିପ୍ଟୋ କରେନ୍ସି ନାଁରେ ୫୦୦ କୋଟି ଠକେଇ ମାମଲାରେ ୫ଗିରଫ ।

49
ADVERTISEMENT

କଟକ,୨୪/୧୦(ଡ଼ି.ଏଚ ବ୍ୟୁରୋ):-କ୍ରିପ୍ଟୋ କରେନ୍ସି ନାଁରେ ୫୦୦ କୋଟି ଠକେଇ ମାମଲାରେ କଟକ କମିସନରେଟ ପୁଲିସ ୫ ଜଣକୁ ଗିରଫ କରିଛି। ଏବଂ ଏହି ଠକଙ୍କୁ ଅପହରଣ କରିବା ଅଭିଯୋଗରେ ପଶ୍ଚିମବଙ୍ଗର ୨୭ ଜଣ ନିବେଶକାରୀଙ୍କୁ ମଧ୍ୟ ଚାଉଳିଆଗଞ୍ଜ ପୁଲିସ ଗିରଫ କରି ସେମାନଙ୍କଠାରୁ ୩୫ଟି ମୋବାଇଲ ଫୋନ୍, ୪ଟି କାର୍ ଓ କ୍ରିପ୍ଟୋ କରେନ୍ସି ପାଇଁ ଥିବା ଗୋଟିଏ ୱାଲେଟକୁ ଜବତ କରିଛି।

Advertisement