ଭୁବନେଶ୍ଵର ବିମାନ ବନ୍ଦରରୁ ପୁଣି ନିଶାଦ୍ରବ୍ୟ ଜବତ ।

49
ADVERTISEMENT

ଭୁବନେଶ୍ଵର ,୨୨/୧୦(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ଵର ବିମାନ ବନ୍ଦରରୁ ପୁଣି ନିଶାଦ୍ରବ୍ୟ ଜବତ । ଏହି ଘଟଣାରେ କଷ୍ଟମ ବିଭାଗ ୩ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରିଥିବାବେଳେ ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକଟ ଟଙ୍କା ହେବ ବୋଲି ସୂଚନା l ଏବଂ ଅଭିଯୁକ୍ତମାନେ ମୁମ୍ବଇର ବୋଲି ଜଣାପଡ଼ିଛି।

Advertisement