ନୟାଗଡ଼ ସଦର ଥାନା ଏଏସ୍ଆଇ ପ୍ରଭାସ ଶବର ଓ କନଷ୍ଟେବଳ ପ୍ରସନ୍ନ ପ୍ରଧାନ ନିଲମ୍ବନ ।

46
ADVERTISEMENT

ନୟାଗଡ଼,୨୨/୧୦(ଡ଼ି.ଏଚ ବ୍ୟୁରୋ):-ନୟାଗଡ଼ ସଦର ଥାନା ଏଏସ୍ଆଇ ପ୍ରଭାସ ଶବର ଓ କନଷ୍ଟେବଳ ପ୍ରସନ୍ନ ପ୍ରଧାନ ନିଲମ୍ବନ ହୋଇଛନ୍ତି। ମଦ୍ୟପାନ କରି ଥାନା ନିକଟରେ ଏଏସ୍ଆଇ ଜଣକ ନିଜ ବାଇକ୍ ଉପରେ ଶୋଇଥିବାବେଳେ କନଷ୍ଟେବଳ ଜଣକ ତଳେ ପଡ଼ି ରହିଥିଲେ। ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ସ୍ଥାନୀୟ ଏସ୍ ପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Advertisement