ଦ୍ଵାର ଶୁଣି ଘାଟିରେ କାର ଉପରେ ଓଲଟି ପଡ଼ିଲା ଶ୍ରୀ ଗଣେଶ ନାମକ ବସ୍ ।

50
ADVERTISEMENT

ମୟୁରଭଞ୍ଜ,୧୯/୧୦(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ଵାର ଶୁଣି ଘାଟିରେ କାର ଉପରେ ଓଲଟି ପଡ଼ିଲା ଶ୍ରୀ ଗଣେଶ ନାମକ ବସ୍ । ଏଥିରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଏବଂ ଉକ୍ତ ବସ୍ ଟି ତିରିଙ୍ଗିରୁ ବାରିପଦା ଆସୁଥିଲା l

Advertisement