ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା ଭିଡିଓ ଅପଲୋଡ କରି ଯୁବକ ଗିରଫ ହୋଇଛି।

49
ADVERTISEMENT

ବ୍ରହ୍ମପୁର,୧୯/୧୦(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡୁମ୍ବୁଳା ଗାଁର ଜଣେ ଯୁବକ ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା ଭିଡିଓ ଅପଲୋଡ କରି ଗିରଫ ହୋଇଛି। ଏବଂ ପୁଲିସ୍ ଯୁବକ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ସମ୍ପୃକ୍ତ ଯୁବକ ଜଣକ ଖଣ୍ଡା ବୁଲାଇ ୩ ଜଣ ବ୍ୟକ୍ତିଙ୍କ ମୁଣ୍ଡ ନେବ ବୋଲି ଭିଡିଓରେ ଧମକ ଦେଇଥିଲେ।

Advertisement