ରାଉରକେଲା ସ୍ୱତନ୍ତ୍ର ଜେଲ ପରିସରସ୍ଥିତ ପ୍ଲେସ ଅଫ ସେଫ୍ଟିରେ ରଘୁନାଥପାଲି ପୁଲିସର ଚଢ଼ଉ l

55
ADVERTISEMENT

ରାଉରକେଲା,୧୮/୧୦(ଡ଼ି.ଏଚ ବ୍ୟୁରୋ):-ରାଉରକେଲା ସ୍ୱତନ୍ତ୍ର ଜେଲ ପରିସରସ୍ଥିତ ପ୍ଲେସ ଅଫ ସେଫ୍ଟିରେ ରଘୁନାଥପାଲି ପୁଲିସର ଚଢ଼ଉ l ଡ଼ିଏସପି ରଶ୍ମି ରଞ୍ଜନ ମହାପାତ୍ର ଓ ଜେଲ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଘଣ୍ଟା ଧରି ଚଢ଼ଉ ଜାରିଥିବା ବେଳେ କିଛି ଅନ୍ତେବାସୀଙ୍କ ନିକଟରୁ ଗଞ୍ଜେଇ, ସିଗାରେଟ ଓ ଅନ୍ୟ ଜିନିଷ ଜବତ ହୋଇଥିବା ସୂଚନା l

Advertisement