୫୫୫ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ ସହ ୩ଜଣ ଗିରଫ।

48
ADVERTISEMENT

ଭୁବନେଶ୍ୱର,୧୮/୧୦(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର କମିସନରେଟ ପୁଲିସ ଜଟଣୀ ଥାନା ହରିରାଜପୁର ଛକରୁ ୫୫୫ ଗ୍ରାମ୍ ଓଜନର ବ୍ରାଉନସୁଗର ଜବତ କରିବା ସହ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଅନିତା, ପୁରୀ ନିମାପଡ଼ାର ରାଜେନ୍ଦ୍ର କୁମାର ସାହୁ ଓ ଶିବପ୍ରସାଦ ଦାଶ । ଏବଂ ଜବତ ବ୍ରାଉନସୁଗର ୫୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement