କନ୍ଧମାଳ ଜିଲ୍ଲାକୁ ଛୁଇଁଲା ଚଳିତ ବର୍ଷର ପ୍ରଥମ ଶୀତ ।

52
ADVERTISEMENT

କନ୍ଧମାଳ,୧୬/୧୦(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲାକୁ ଛୁଇଁଲା ଚଳିତ ବର୍ଷର ପ୍ରଥମ ଶୀତ । ଜିଲ୍ଲାର ଜି.ଉଦୟଗିରି ସମତେ ରାଇକିଆ, ଟିକାବାଲି, ଆଦି ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି।ଫଳରେ ପ୍ରବଳ ଶୀତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Advertisement