Thursday, August 13, 2026
ADVERTISEMENT
Home ଆଞ୍ଚଳିକ ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ପରାମର୍ଶ ।

ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ପରାମର୍ଶ ।

73
ADVERTISEMENT

ବ୍ରହ୍ମପୁର,୧୬/୧୦(ଡ଼ି.ଏଚ ବ୍ୟୁରୋ):-ଆସନ୍ତା ୨୦ ତାରିଖରେ ଦୀପାବଳି ପାଳନ ପାଇଁ ପରାମର୍ଶ । ୨୦ ତାରିଖ ଅପରାହ୍ନ ୩ଟା୨୩ ପରେ ଚତୁର୍ଦ୍ଦଶୀ ତିଥି ଶେଷହେବ। ଏହାପରେ ସନ୍ଧ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, ଲକ୍ଷ୍ମୀପୂଜା, କାଳୀପୂଜା ଆଦି ପାଳନ ବିଧେୟ। ତା’ ପରଦିନ ୫ଟା ୩୦ ପର୍ଯ୍ୟନ୍ତ ଅମାବାସ୍ୟା ରହୁଛି। ତେବେ ୨୧ ତାରିଖରେ ଦୀପାବଳି ଉତ୍ସବ ପାଳନ କ୍ଷତିକାରକ ହେବ ।

Advertisement