Saturday, August 22, 2026
ADVERTISEMENT
Home ଆଞ୍ଚଳିକ ବାଣ ଦୋକାନ ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସର ଚଢାଉ ।

ବାଣ ଦୋକାନ ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସର ଚଢାଉ ।

83
ADVERTISEMENT

ପାରଳାଖେମୁଣ୍ଡି,(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବେଆଇନ ଭାବେ ବିକ୍ରୟ ହେଉଥିବା ଦୁଇଟି ବାଣ ଦୋକାନ ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ର ଚଢାଉ । ଚଢାଉବେଳେ ଗୋଟିଏ ଦୋକାନରୁ ୩୦ ଲକ୍ଷ ଓ ଅନ୍ୟ ଏକ ଦୋକାନରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି।

Advertisement