ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇ ହତ୍ୟା ।

62
ADVERTISEMENT

ମାଲକାନଗିରି,(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି। ମୃତକ ସତ୍ୟମ ପୁନେମ ହୋଇଥିବାବେଳେ ସେ ବିଜାପୁରରେ ଭାଜପାର ମଣ୍ଡଳସ୍ତରୀୟ କର୍ମୀ ଥିଲେ ।

Advertisement