ସୂର୍ଗତ ଶ୍ରୀ ଉତ୍କଳ ମଣି ଗୋପବନ୍ଧୁଙ୍କର ଜନ୍ମ ଜୟନ୍ତି ପାଳିତ ହୋଇଛି l

56
ADVERTISEMENT

ବ୍ରହ୍ମପୁର,୦୯/୧୦(ସନ୍ଦେଶ ଦାସ):- ବାଉରୀ ଖଦାଳ ସମାଜ ମହୁରୀ ତାଲୁକା କେନ୍ଦ୍ର ମଣ୍ଡଳ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି କେନ୍ଦ୍ର ମଣ୍ଡଳ ସଭାପତି ଙ୍କ ନେତୃତ୍ବରେ ସ୍ଥାନୀୟ ଗିରିରୋଡ ଠାରେ ସୂର୍ଗତ ଶ୍ରୀ ଉତ୍କଳ ମଣି ଗୋପବନ୍ଧୁଙ୍କର ଜନ୍ମ ଜୟନ୍ତି ପାଳିତ ହୋଇଛି l ଏବଂ ସୂର୍ଗତ ଶ୍ରୀ ଉତ୍କଳ ମଣି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଳ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ପାଦଯୁଗଳରେ ପ୍ରଣିପାତ ପୂର୍ବକ, ତାଙ୍କ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଜୟଗାନ କରାଯାଇଛି l

ଏଥିରେ ସମାଜର କିଛି ମାନ୍ୟଗଣ ବ୍ୟକ୍ତି ସମେତ ରମେଶ ଦାସ, ସନ୍ଦେଶ ଦାସ,ସୁଦାମ ଦାସ, ବୁନ୍ଦାଵନ ଦାସ,ସମିର ନାୟକ ,କମଳ ଦାସ,ସାଲୁ ଦାସ,ଖୀରଧି ଦାସ,ଟୁଟୁ ଦାସ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Advertisement