Tuesday, September 1, 2026
ADVERTISEMENT
Home ଆଞ୍ଚଳିକ ବାପାଙ୍କୁ ହତ୍ୟାକରି ମାଟିରେ ପୋତିଦେଲା ପୁଅ।

ବାପାଙ୍କୁ ହତ୍ୟାକରି ମାଟିରେ ପୋତିଦେଲା ପୁଅ।

74
ADVERTISEMENT

ଦେବଗଡ଼,୦୯/୧୦(ଡ଼ି.ଏଚ ବ୍ୟୁରୋ):-ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଔତଳ ଗ୍ରାମରେ ବାପାଙ୍କୁ ହତ୍ୟାକରି ମାଟିରେ ପୋତିଦେଲା ପୁଅ। ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢା କୁ ବିକ୍ରି ପାଇଁ ଜିଦ ଧରିଥିଲା। ବାପା ବଳଭଦ୍ର ବେହେରା (୬୨,) ଏହାକୁ ବିରୋଧ କରିବାରୁ ପୁଅ ହୃଦାନନ୍ଦ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆ ରେ ବାପାକୁ ଆକ୍ରମଣ କରିଥିଲା ।

Advertisement