ଛତିଶଗଡ,୦୯/୧୦(ଡ଼ି.ଏଚ ବ୍ୟୁରୋ):-ଛତିଶଗଡ ଶକ୍ତି ଜିଲାର ଡାଭରା ଅଞ୍ଚଳରେ ଥିବା ଆରକେଏମ ପାୱାରଜେନ୍ ପ୍ରାଇଭେଟ୍ ଲିମିଟେଡ ପ୍ଲାଣ୍ଟରେ ଲିଫ୍ଟ ଖସି ୪ଜଣଙ୍କରମୃତ୍ୟୁ ଏବଂ ୬ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ୧୦ଜଣ କର୍ମଚାରୀ ସେମାନଙ୍କର ସିଫ୍ଟ ଶେଷ କରି ଲିଫ୍ଟ ଯୋଗେ ତଳକୁ ଆସୁଥିବାବେଳେ ହଠାତ୍ ଲିଫ୍ଟ ତଳକୁ ଖସି ପଡିଥିଲା ।


















