୧୬୫ ଗ୍ରାମ ଓଜନର ବ୍ରାଉନସୁଗର ସହ ଏକ ବୁଲେଟ ଜବତ ।

54
ADVERTISEMENT

ଭୁବନେଶ୍ଵର ,୦୮/୧୦(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ଵର ବଡ଼ଗଡ଼ ଥାନା ପୁଲିସ ୨ ବ୍ରାଉନସୁଗର ବେପାରିକୁ ଗିରଫ କରି ସେମାନଙ୍କ ଠାରୁ ୧୬୫ ଗ୍ରାମ ଓଜନର ବ୍ରାଉନସୁଗର ସହ ଏକ ବୁଲେଟ ଜବତ କରିଛି । ଏବଂ ଦୁଇ ଅଭିଯୁକ୍ତ ଲିଟେନ୍ଦ୍ର ବେହେରା(୪୨) ଏବଂ ଡି. ସୀମାଦ୍ରି ରେଡ୍ଡୀହୋଇଥିବା ବେଳେ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ।

Advertisement