Tuesday, September 1, 2026
ADVERTISEMENT
Home ଆଞ୍ଚଳିକ ପାତ୍ରପୁର ସ୍ଥିତ ବ୍ରାହ୍ମଣ ନୂଆଗାଁ ଠାରେ ଜୟ ଦୁର୍ଗା ଯୁବକ ସଙ୍ଘ ଆନୁକୂଲ୍ୟରେ ସାମାଜିକ ନାଟକ...

ପାତ୍ରପୁର ସ୍ଥିତ ବ୍ରାହ୍ମଣ ନୂଆଗାଁ ଠାରେ ଜୟ ଦୁର୍ଗା ଯୁବକ ସଙ୍ଘ ଆନୁକୂଲ୍ୟରେ ସାମାଜିକ ନାଟକ ପରିବେଷଣ କରାଯାଇଛି।

127
ADVERTISEMENT

ପାତ୍ରପୁର,୦୫/୧୦(ଋଷିକେଶ ବେହେରା):-ପାତ୍ରପୁର ସ୍ଥିତ ବ୍ରାହ୍ମଣ ନୂଆଗାଁ ଠାରେ ଜୟ ଦୁର୍ଗା ଯୁବକ ସଙ୍ଘ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ରତ୍ନେଶ୍ୱର ନାଟ୍ୟ ସଙ୍ଘର ୭୯ ତମ ଅବଦାନ ନିମନ୍ତେ ଗୋଟିଏ ସାମାଜିକ ନାଟକ ପରିବେଷଣ କରାଯାଇଛି। ଏତେ ଦୁଃଖ କାଇଁ ଦେଲୁ ଦଇବ। ଏଥିରେ ପ୍ରଯୋଜକ ଜୟ ଦୃଗା ଯୁବକ ସଙ୍ଘ ଅନିଲ କୁମାର ନାଟ୍ୟ ନିର୍ଦ୍ଧଶକ କୃଷ୍ଣଚନ୍ଦ୍ର ରାଉଳଙ୍କ ଗ୍ରାମୀଣ ନାଟକ ମଞ୍ଚସ୍ଥ ହୋଇଯାଇଛି। ଏହି ଅବଶରରେ ପୂର୍ଵତନ ନିର୍ଦ୍ଧଶକ ବିଜୟକୁମାର ପାଡ଼ି କଳା, ସଂସ୍କୃତି, ନାଟକ ଓ ପରିବେଶକୁ ପରିଵର୍ତନ ସଚେତନର ମାର୍ଗଦର୍ଶନ କରିଥାଏ। ବୋଲି ମତବ୍ୟକ୍ତ ରଖିଥିଲେ।

ଅଭିନୟରେ ମୁନା ପାଡ଼ି, ସନ୍ତୋଷ, ଶ୍ରୀକାନ୍ତ, ଟୁନା, ସୁନିଲ୍ ବେହେରା, ବନ୍ଦନ, ଆକାଶ, ନକୁଳ, ସୁଦାମ ମହାରଣା ଜୟ ଦୃଗା ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ଶେଷରେ ସଙ୍ଗୀତ ଅରୁଣ ସାହୁ, ଚିତ୍ରାଳୟ ମହାବୀର କୃଷ୍ଟଚନ୍ଦ୍ର ରାଉଳ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement