Tuesday, September 1, 2026
ADVERTISEMENT
Home ଆଞ୍ଚଳିକ ଅଜଣା ଗାଡି ଧକ୍କାରେ ଜଣେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ।

ଅଜଣା ଗାଡି ଧକ୍କାରେ ଜଣେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ।

74
ADVERTISEMENT

ଯାଜପୁର,୨୯/୯(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଅଜଣା ଗାଡି ବାଇକ୍ କୁ ଧକ୍କାରେ ଜଣେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ । ମୃତକ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ୍ ଇନ୍ସପେକ୍ଟର ବବ୍ରୁବାହନ ନାୟକ ହୋଇଥିବାବେଳେ ସେ ଏକ ବାଇକରେ ନିଜ ପୁଅ ସହ ଫେରୁଥିଲେ।ଏବଂ ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Advertisement