ଆସୁଛନ୍ତି ମହାମାୟା,ଆଜିଠାରୁ ପୂଜା ପେଣ୍ଡାଲରେ ମାଆଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।

52
ADVERTISEMENT

ଭୁବନେଶ୍ୱର,୨୮/୯(ଡ଼ି.ଏଚ ବ୍ୟୁରୋ):-ଆସୁଛନ୍ତି ମହାମାୟା । ଆଜି ମଣ୍ଡପରେ ଷଷ୍ଠୀ ପୂଜା । ମହା ଷଷ୍ଠୀ ରେ ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ l ଆସନ୍ତା କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଫଳରେ ଆଜିଠାରୁ ପୂଜା ପେଣ୍ଡାଲରେ ମାଆଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।

Advertisement