ଲୁହାପଥର ବୋଝେଇ ଟ୍ରକ୍ ସହ ଯାତ୍ରୀବାହୀ ବସ୍ ର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

51
ADVERTISEMENT

ସୁନ୍ଦରଗଡ଼,୨୬/୯(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ କେ.ବଲାଙ୍ଗା ଥାନା ନିକଟରେ ଲୁହାପଥର ବୋଝେଇ ଟ୍ରକ୍ ସହ ଯାତ୍ରୀବାହୀ ବସ୍ ର ମୁହାଁମୁହିଁ ଧକ୍କା ହେବ ଫଳରେ ବସ ରେ ଥିବା ୬ ଜଣଙ୍କର ମୃତ୍ୟୁ l ଏବଂ ୧୭ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ବସ୍ କଣ୍ଡକ୍ଟର ଓ ୪ ଜଣ ମହିଳା ।

Advertisement