ଭାରୋତ୍ତୋଳକ ବିଜୟ କୁମାର ଶତପଥୀଙ୍କ ବ୍ରହ୍ମପୁର ବାସଭବନରେ ପରଲୋକ ।

58
ADVERTISEMENT

ବ୍ରହ୍ମପୁର ,୨୩/୯(ଡ଼ି.ଏଚ ବ୍ୟୁରୋ):-ଜଣାଶୁଣା ଭାରୋତ୍ତୋଳକ ବିଜୟ କୁମାର ଶତପଥୀ ତାଙ୍କ ବ୍ରହ୍ମପୁର ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଭାରୋତ୍ତୋଳନରେ ପାଞ୍ଚ ଥର ଜାତୀୟ ଚାମ୍ପିଅନ ଥିବାବେଳେ ତାଙ୍କୁ ୧୯୮୨ ମସିହାରେ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ।

Advertisement