ଚୌଦ୍ଵାର ଥାନାରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ଥାନା ଅଧିକାରୀଙ୍କ ସମେତ ୩ଜଣ ସସପେଣ୍ଡ ।

57
ADVERTISEMENT

ଚୌଦ୍ଵାର,୨୩/୯(ଡ଼ି.ଏଚ ବ୍ୟୁରୋ):-ଚୌଦ୍ଵାର ଥାନାରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ଥାନା ଅଧିକାରୀଙ୍କ ସମେତ ୩ ଜଣ ସସପେଣ୍ଡ ହୋଇଛନ୍ତି । ସେମାନେ ହେଲେ ଏସିପି ତଥା ଥାନାଧିକାରୀ ଦାୟିତ୍ୱରେ ଥିବା ବିଶ୍ୱରଞ୍ଜନ ସାହୁ ଚୌଦ୍ବାର ଥାନା ସବ୍ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀ । ଗତ ଶନିବାର ଦିନ ଗାଡ଼ି ଚୋରି ଅଭିଯୋଗରେ ଢେଙ୍କାନାଳର ରସାନନ୍ଦ ନାୟକଙ୍କୁ ଚୌଦ୍ଵାର ଥାନାକୁ ଉଠାଇ ଆଣିଥିଲା।

Advertisement