Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ,କାରଣ ଅସ୍ପଷ୍ଟ l

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ,କାରଣ ଅସ୍ପଷ୍ଟ l

94
ADVERTISEMENT

ଦିଗପହଣ୍ଡି,୨୦/୯(ଇ.ରଞ୍ଜନ):-ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଵଂଥୋପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଖଣ୍ଡାରେ କିଛି ଯୁବକ ଆକ୍ରମଣ କରିଛନ୍ତି lଆକ୍ରମଣର ଶିକାର ହୋଇଥିବା ଶିବ ବିଶୋଇ ହୋଇଥିବା ବେଳେ ଶିବଙ୍କର ଗୋଡୋ ହାତ ସମ୍ପୂର୍ଣ ଖଣ୍ଡାରେ ହାଣିଦେଇଥିବାରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାଂତର ହୋଇଛନ୍ତି l ଘଟଣାରେ ଦିଗପହଣ୍ଡି ପୋଲିସ ପହଂଚି ଅଧିକ ତଦନ୍ତ ଚଳାଇଛିl

Advertisement