Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ’ଏକ ପେଡ ମା କେ ନାମ ୨.୦’...

ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ’ଏକ ପେଡ ମା କେ ନାମ ୨.୦’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l

117
ADVERTISEMENT

ବ୍ରହ୍ମପୁର,୧୮/୯(ଋଷିକେଶ ବେହେରା):-ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶାଙ୍କ ନିର୍ଦ୍ଧେଶ କ୍ରମେ ‘ଏକ ପେଡ ମା କେ ନାମ ୨.୦ ‘ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଦ୍ୟାଳୟ ପରିସରରେ ସର୍ବମୋଟ ୧୦ଟି ଗଛ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦାୟିତ୍ୱାଧିନ ଅଧକ୍ଷ ପି ସାହୁଙ୍କ ସହ ଏନ ଏସ ଏସ , ୟାଇ ଆର ସି ଓ ସ୍କାଉଟ ଏବଂ ଗାର୍ଡ କାଉଁସିଲର ଓ ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ସମସ୍ତ ସହକର୍ମୀ ଉପସ୍ଥିତ ଥିଲେ l

ଏହି କାର୍ଯ୍ୟକ୍ରମର ସାଫଲ୍ୟ ନିମନ୍ତେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ତଥା ଚନ୍ଦନ ନାୟକ, ସୋନିଆ ପାତ୍ର, ଶୁଭମ ସାହୁ, ବିନାୟକ ମୂଳି, କରିସ୍ମା ବେହେରା, ଅର୍ପିତା, ଅଞ୍ଜଳି, ରାଜେଶ୍ୱରୀ, କେ. ପଦ୍ମିନୀ, ଓ ଅନ୍ୟ ସମସ୍ତ ସ୍ବେଛାସେବୀ ନିଜର ନିସ୍ଵାର୍ଥପର ସେବା ପ୍ରଦାନ କରିଛନ୍ତି l

Advertisement