Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ମନ୍ତ୍ରୀଙ୍କ ଦ୍ବାରା ମାଙ୍କ ନାମରେ ବୃକ୍ଷ ରୋପଣ ।

ମନ୍ତ୍ରୀଙ୍କ ଦ୍ବାରା ମାଙ୍କ ନାମରେ ବୃକ୍ଷ ରୋପଣ ।

205
ADVERTISEMENT

କୁକୁଡ଼ାଖଣ୍ଡି,୧୮/୯(ଇ.ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ବୋରିଗାଁ ପଂଚାୟତର ବରପଲି ନିକଟସ୍ତ ମାର୍ଥା ପଲ୍ଲୀ ଗ୍ରାମ ନିକଟରେ ପଡିଆରେ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଉଦେଶ୍ୟରେ ସ୍ଥାନୀୟ ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ଦ୍ୱାରା ମାଙ୍କ ନାଁରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l

ଏଥିରେ ପ୍ରାୟ ୭୦୦ ବୃକ୍ଷ ରୋପଣ ବୋରିଗାଁ ସରପଞ୍ଚ ସସ୍ମିତା ସାହୁ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ପଲ୍ଲବୀ ସ୍ୱାଇଁ, ଏଇ ଅନୁରାଗ ରଥ। ଲୋଚାପଡ଼ା ସରପଞ୍ଚ ଏଲ ମୋହନ ଦାସ, କେ.ଚନ୍ଦ୍ର ଶେଖର ଦାସ, ଚଣ୍ଡୀ ଚରଣ ସାହୁ, ମନ୍ତ୍ରୀଙ୍କ କୁକୁଡ଼ାଖଣ୍ଡି ପ୍ରତିନିଧି ସୂର୍ଯମଣି ପାତ୍ର,ପିଇଓ ରାଜେଶ ରାଓ ଙ୍କ ସମେତ ବିଭିନ୍ନ ପଂଚାୟତ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Advertisement