Tuesday, September 8, 2026
ADVERTISEMENT
Home Uncategorized କୁକୁଡ଼ାଖଣ୍ଡି,ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ଦ୍ବାରା ନିମଖଣ୍ଡି ମଣ୍ଡଳ କାର୍ଯ୍ୟାଳୟ ଉଦଘାଟିତ l

କୁକୁଡ଼ାଖଣ୍ଡି,ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ଦ୍ବାରା ନିମଖଣ୍ଡି ମଣ୍ଡଳ କାର୍ଯ୍ୟାଳୟ ଉଦଘାଟିତ l

177
ADVERTISEMENT

କୁକୁଡ଼ାଖଣ୍ଡି,୧୮/୯(ଇ.ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଗୋପାଳପୁର ନିର୍ବାଚନର ନିମଖଣ୍ଡି ମଣ୍ଡଳ କାର୍ଯ୍ୟାଳୟ କୁ ମଙ୍ଗଳବାର ଗୋପାଳପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୁତିଜେନାଙ୍କ କୁକୁଡ଼ାଖଣ୍ଡି ପ୍ରତିନିଧି ସୂର୍ଯ୍ୟମଣି ପାତ୍ରଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି l ଏଥିରେ ଗୁରୁଣ୍ଠି ସମିତି ସଭ୍ୟl କେ ରାଜଲକ୍ଷ୍ମୀ ଦାସ ମଣ୍ଡଳ ସଭାପତି କେ ଚନ୍ଦ୍ରଶେଖର ଦାସ ନିମଖଣ୍ଡି ସରପଞ୍ଚ ପ୍ରତିନିଧି ପ୍ରଦୀପ ବେହେରା,ଆକାଶ ନାୟକ,ଶିବ ପ୍ରସାଦ ନାୟକ,ଦୀନବନ୍ଧୁ ମଲଣl, କେ ସନ୍ତୋଷ ଦାସ,ପି ସମୀର ଦାସ, ଲକ୍ଷ୍ମଣ ପାତ୍ର, ଏସ ଭୀମ, ଏସ୍ ଅନିଲ,ମୋହନ ପାତ୍ର,ସୁଦାମ ସ୍ୱାଇଁ ଏସ,ରାମୂର୍ତ୍ତି, ଏସ ବିନଦ ଦାସ,ନିରଞ୍ଜନ ସାହୁ ପ୍ରମୁଖ ମଣ୍ଡଳ ଅଫିସ ଉଦଘାଟନବେଳେ ଉପସ୍ଥିତ ରହି ସହଯୋଗ କରିଥିଲେ l

Advertisement