କନ୍ଧମାଳ,୧୭/୯(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକର କଳିଙ୍ଗା ଘାଟିରେ ବାଦଲ ଫଟା ବର୍ଷା କାରଣରୁ ବଡ଼ଧରଣର ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ କନ୍ଧମାଳ-ଗଞ୍ଜାମ ରାସ୍ତା ବିଛିନ୍ନ ହେବl ସହ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି।

















