Wednesday, September 2, 2026
ADVERTISEMENT
Home ଆଞ୍ଚଳିକ ବେଆଇନ୍ ବାଣ କାରଖାନା ଉପରେ କରଞ୍ଜିଆ ପୋଲିସର ଅତର୍କିତ ଚଢାଉ ।

ବେଆଇନ୍ ବାଣ କାରଖାନା ଉପରେ କରଞ୍ଜିଆ ପୋଲିସର ଅତର୍କିତ ଚଢାଉ ।

80
ADVERTISEMENT

ମୟୂରଭଞ୍ଜ,୧୫/୯(ଡ଼ି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କୁରୁଳିଆ ଗାଁରେ ବେଆଇନ୍ ବାଣ କାରଖାନା ଉପରେ କରଞ୍ଜିଆ ପୋଲିସର ଅତର୍କିତ ଚଢାଉ । ଏହି ଚଢାଉରେ ବିପୁଳ ପରିମାଣର ବାଣ ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ପୋଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Advertisement