ପାକିସ୍ତାନକୁ ୭ ୱିକେଟ୍ ରେ ହରାଇଲା ଟିମ ଇଣ୍ଡିଆ।

58
ADVERTISEMENT

ନୂଆଦିଲ୍ଲୀ,୧୫/୯(ଡ଼ି.ଏଚ ବ୍ୟୁରୋ):-ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍ ରେ ହରାଇଲା ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୭ ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଳକ ବର୍ମା ୩୧ ରନର ଲଢୁଆ ଇନିଂସ ଖେଳିଥିଲେ ।

Advertisement