ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲା ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା।

ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲା ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା।

86
ADVERTISEMENT

ଭୁବନେଶ୍ୱର,୧୩/୯(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲା ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା। ସେ ଏକ ଜମିର ମ୍ୟୁଟେସନ କରିବା ପାଇଁ ନିଜ ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରlପଡ଼ିଛନ୍ତି। ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ଭୁବନେଶ୍ଵରସ୍ଥିତ ଆବାସିକ ଘରୁ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରିବା ସହ ଚଢ଼ାଉ ଜାରି ରଖିଛି ।

Advertisement