ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଲେ ଆମ ବସ କର୍ମଚାରୀ ।

52
ADVERTISEMENT

ଭୁବନେଶ୍ୱର,୧୩/୯(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଲେ ଆମ ବସ କର୍ମଚାରୀ । ଠିକ୍ ସମୟରେ ଦରମା ନମିଳିବାରୁ ପ୍ରତିବାଦ କରିବା ସହ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି ଆମ ବସର ଡ୍ରାଇଭର । ସ୍ଥାନୀୟ ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ପାଖାପାଖି ୪୩ଟି ବସ ବନ୍ଦ ପଡିଥିବାରୁ ଯାତ୍ରୀମାନେ ଆଜି ହନ୍ତସନ୍ତ ହୋଇଛନ୍ତି ।

Advertisement