ନୂଆଦିଲ୍ଲୀ,୦୭/୮(ଡ଼ି.ଏଚ ବ୍ୟୁରୋ):-ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ରାତି ୯ଟା ୫୭ ମିନିଟରୁ ଆରମ୍ଭ ହୋଇ ବିଳମ୍ବିତ ରାତି ୧ଟା ୨୬ ମିନିଟ୍ ରେ ସମାପନ ହେବ। ରାତି ୧୧ଟାରୁ ୧୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘ ୧ ଘଣ୍ଟା ୨୨ ମିନିଟ ଧରି ପୂର୍ଣ୍ଣ ଗ୍ରହଣ ରହିବ ଓ ସେହି ସମୟରେ ଚନ୍ଦ୍ର ନାଲି ରଙ୍ଗ ଦେଖାଯିବ ।



















