ଖଣି ପରିସରରୁ ଜବତ ହେଲା ଯୁବତୀଙ୍କ ଗଳିତ ମୃତଦେହ।

48
ADVERTISEMENT

ଖୋର୍ଦ୍ଧା,o୬/୯(ଡ଼ି.ଏଚ ବ୍ୟୁରୋ):- ଖଣି ପରିସରରୁ ଜବତ ହେଲା ଯୁବତୀଙ୍କ ଗଳିତ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିଙ୍ଗମୁଣ୍ଡିଆ ରେ ଏକ ପଥର ଖଣି ପରିସରରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ଯୁବତୀ ଜଣକ ଭରତପୁର ଥାନା ଅଞ୍ଚଳର ହୋଇଥିବାବେଳେ ସେ ଗତ ଜାନୁୟାରୀ ଠାରୁ ନିଖୋଜ ଥିଲେ। ଏବଂ ଯୁବତୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Advertisement