ADVERTISEMENT
Home ଆଞ୍ଚଳିକ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ସମାରୋହରେ ଓଡ଼ିଶାରୁ ତିନି ଜଣ ସମ୍ମାନିତ ହୋଇଛନ୍ତି।

ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ସମାରୋହରେ ଓଡ଼ିଶାରୁ ତିନି ଜଣ ସମ୍ମାନିତ ହୋଇଛନ୍ତି।

76
ADVERTISEMENT

ଭୁବନେଶ୍ୱର,o୬/୯(ଡ଼ି.ଏଚ ବ୍ୟୁରୋ):- ଗୁରୁଦିବସ ଅବସରରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ସମାରୋହରେ ଓଡ଼ିଶାରୁ ତିନି ଜଣ ସମ୍ମାନିତ ହୋଇଛନ୍ତି। ସେମାନେ ହେଲେ ମାଲକାନଗିରି କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା, କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାସ ଏଥିସହ ଧନ୍ଦାମୂଳକ ତାଲିମ ଏବଂ ଉଦ୍ୟମିତା କ୍ଷେତ୍ରରେ ଜଟଣୀ ସ୍ଥିତ ସ୍ପେଶାଲ ଆଇଟିଆଇର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ସୁରେଶ କୁମାର ମହାନ୍ତିଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନିତ କରିଛନ୍ତି।

Advertisement