ଆସନ୍ତା ସେପ୍ଟେମ୍ଵର ୭ ତାରିଖ ଚଳିତ ବରଷର ଶେଷ ଚନ୍ଦ୍ରଗ୍ରହଣ ।

59
ADVERTISEMENT

ଭୁବନେଶ୍ୱର,o୫/୯(ଡ଼ି.ଏଚ ବ୍ୟୁରୋ):-ଆସନ୍ତା ସେପ୍ଟେମ୍ଵର ୭ ତାରିଖ ଚଳିତ ବରଷର ଶେଷ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣ ଦିନ ଭାଦ୍ରପ୍ରଦ ପୁର୍ଣ୍ଣିମା ଓ ପିତୃପକ୍ଷର ସଂଯୋଗ ସୃଷ୍ଟି ହେଉଥିବାବେଳେ ଏହି ଚନ୍ଦ୍ରଗ୍ରହଣ ବହୁତ ବିଶେଷ ହେବାକୁ ଯାଉଛି । ଏବଂ ଏହି ଗ୍ରହଣ ୭ ତାରିଖ ରାତି ପ୍ରାୟ ୯.୫୮ ମିନିଟ୍‌ରେ ଆରମ୍ଭ ହୋଇ ବିଳମ୍ଵିତ ରାତି ୧.୨୬ ମିନିଟ୍‌ରେ ସମାପନ ହେବ ।

Advertisement