ଜଗତସିଂହପୁର ଜିଲ୍ଲା ସାଁପୁର ପଞ୍ଚାୟତ ନିମାପଡା ଗାଁରେ କୁକୁଡ଼ା ମଡ଼କ ।

58
ADVERTISEMENT

ଜଗତସିଂହପୁର,o୫/୯(ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର ଜିଲ୍ଲା ସାଁପୁର ପଞ୍ଚାୟତ ନିମାପଡା ଗାଁରେ କୁକୁଡ଼ା ମଡ଼କ । ସ୍ଥାନୀୟ କୁକୁଡ଼ା ଫାର୍ମରେ ଏକ ସଙ୍ଗେ ୩୦୦ରୁ ଉର୍ଦ୍ଧ୍ୱ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବାବେଳେ ଯାହାକୁ ନେଇ କୁକୁଡ଼ା ଚାଷୀ ମାନେ ଭୟଭୀତ ହୋଇପଡିଛନ୍ତି ।ଏବଂ କୁକୁଡା ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି l

Advertisement