Saturday, August 15, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି l

ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି l

27
ADVERTISEMENT

ଭୁବନେଶ୍ୱର,୧୦/୩(ଡ଼ି.ଏଚ ବ୍ୟୁରୋ):-ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି l ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୮ଡିଗ୍ରୀ ଛୁଇଁଥିବା ବେଳେ ବାରିପଦାରେ ୩୫ ଡିଗ୍ରୀ ସମ୍ବଲପୁରରେ ୩୬.୪, ସୁନ୍ଦରଗଡ଼ରେ ୩୬.୮, ହୀରାକୁଦରେ ୩୬.୪, ଭବାନୀପାଟଣାରେ ୩୬.୫, ବଲାଙ୍ଗିରରେ ୩୫.୮, ଟିଟିଲାଗଡ଼ରେ ୩୭.୫, ସୁବର୍ଣ୍ଣପୁରରେ ୩୫.୪, ନୟାଗଡ଼ରେ ୩୬.୮, ଢେଙ୍କାନାଳରେ ୩୭, ବରଗଡ଼ରେ ୩୫, ନୂଆପଡ଼ାରେ ୩୬.୮, ନବରଙ୍ଗପୁରରେ ୩୫.୫, ରାଉରକେଲାରେ ୩୬.୧, ଭୁବନେଶ୍ବରରେ ୩୩.୪ ଏବଂ କଟକରେ ୩୨.୮ଡିଗ୍ରୀ ରହିଛି।

Advertisement